ଶାଖା
Appearance
ଶାଖା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବି—(ଶାଖ ଧାତୁ+କର୍ତ୍ତୃ ଅ+ସ୍ତ୍ରୀ ଆ)
[ସମ୍ପାଦନା]- ୧. ବୃକ୍ଷର ଅଙ୍ଗ— ବିଶେଷ; ବିଟପ; ଗଛର ଡାଳ —୧. Branch; bough of a tree; offshoot.
- ୨. ଅଂଶ; ଭାଗ —୨. Part; section.
- ୩. ବେଦର ଅଂଶ ବିଶେଷ —୩. Name of section of the Bedas.
- ୪. ବାହୁ — ୪. The arm.
- ୫. କର —୫. The hand.
- ୬. ଗ୍ରନ୍ଥର ପରିଚ୍ଛେଦ; ଅଧ୍ୟାୟ —୬. Chapter of a book.
- ୭. ଦେଶାଂଶ; ପ୍ରଦେଶ —୭. Province.
- ୮. ସମୀପତା; ସାମୀପ୍ୟ —୮. Nearness; vicinity.
- ୯. ପକ୍ଷାନ୍ତର — ୯. Another side.
- ୧. ବଂଶର ଆଦିପୁରୁଷଙ୍କଠାରୁ ଉତ୍ପନ୍ନ ବିଭିନ୍ନ ବଂଶଧରମାନଙ୍କ ବଂଶ —୧୦. Branch of a family; families of different descendants of a particular ancestor.
- ୧୧. ନଦୀରୁ ନିର୍ଗତ ହୋଇଥିବା ଶାଖା —୧୧. Branch of a river.
- ୧୨. ସମୁଦ୍ରକୁ ବାହାରିଥିବା ଲମ୍ୱ ଉପସାଗର —୧୨. A long arm of the sea.
- ୧୩. ଏକ ଜାତିର ବା ଧର୍ମର ବିଭିନ୍ନ ସଂପ୍ରଦାୟ —୧୩. A religious sect or branch of nation.
[ଉ—ସାନ ଶାଖା ମୁକୁନ୍ଦ ବଡ଼ ଶାଖା ଯେ ରାମବତ୍ସ—ପ୍ରାଚୀ. ଗୁରୁଭକ୍ତି ଗୀତା
- ୧୪. ଶରୀରର ଅବୟବ (ହାତ, ଗୋଡ଼) (ହିନ୍ଦୀ - ଶ) —୧୪. A limb of the body.
- ୧୫. ଅଙ୍ଗୁଳି (ହିନ୍ଦୀ - ଶ) —୧୫. Finger.
- ୧୬. ଚଉକଠ (ହିନ୍ଦୀ - ଶ) —୧୬. Door- frame.
- ୧୭. ଗୃହର ଏକପାଖ (ହିନ୍ଦୀ - ଶ) —୧୭. A side of a house.
- ୧୮. ମୂଳ ବସ୍ତୁରୁ ନିର୍ଗତ ଅଂଶ (ହିନ୍ଦୀ - ଶ) ୧୮. A part which is an offshoot from an original thing.
- ୧୯. ବିଭାଗ; ହିଂସା (ହିନ୍ଦୀ - ଶ) — ୧୯. Division; share.
- ୨. କୌଣସି ଶାସ୍ତ୍ରର ବା ବିଦ୍ୟାରୁ ଅନ୍ତର୍ଗତ ଅଂଶ ବା ବିଭାଗ (ହିନ୍ଦୀ - ଶ) —୨୦. Part or subdivision of a work or science.
- ୨୧. ବେଦର ସଂହିତାମାନଙ୍କର ପାଠ ବା କ୍ରମଭେଦ, ଯାହା କୌଣସି କୌଣସି ଋଷି ଆପଣା ଗ୍ରୋତ୍ର ବା ଶିଷ୍ୟ ପରଂପରା କ୍ରମେ ଚଳାଇଥିଲେ (ହିନ୍ଦୀ - ଶ) —୨୧. A school or traditional recension of the Bedas; traditional text followed by a school (Apte).
[ଦ୍ରଷ୍ଟବ୍ୟ —ଋଗ୍ୱେଦର ୫ ଶାଖା, ଯଜୁର୍ବ୍ୱେଦର ବହୁ ଶାଖା ମଧ୍ୟରେ ନଅଟି ପ୍ରସିଦ୍ଧ (ହିନ୍ଦୀ - ଶ)] ===
- ୨୨. ବିଶିଷ୍ଟ ମତବାଦୀ ଦଳ —୨୨. Party holding a particular view or tenet; faction (Apte).
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ସଖା)
[ସମ୍ପାଦନା]- ୧. ସଖା; ବନ୍ଧୁ —୧. Friend.
- ୨. (ସଂସ୍କୃତ - ସହାୟକ) ସହାୟ —୨. Help.
(ଉ—ଏଥି ହୋଇ ତାର ନାହିଁ କିଛି ଶାଖା ପ୍ରାଚୀ. ବ୍ରହ୍ମନିରୂପଣ. ଗୀତା)
- ୩. ପ୍ରଧାନ ଖାଦ୍ୟ ସଙ୍ଗେ ଖିଆଯିବା ପଦାର୍ଥ; ଅନ୍ନ ସଙ୍ଗେ ଖିଆଯିବା ବ୍ୟଞ୍ଜନାଦି —୩. Curry etc. taken with rice or the principle article of food.