ଅଇ
ଦେଖଣା
ଓଡ଼ିଆ
[ସମ୍ପାଦନା]ଉଚ୍ଚାରଣ
[ସମ୍ପାଦନା]Ai
ଧ୍ୱନି | (file) |
ଧ୍ୱନି (ମାନକ ଓଡ଼ିଆ) (file)
ଦେ.ବି.
[ସମ୍ପାଦନା]- ବମନ, ବାନ୍ତି । - Vomiting
- ବମନୋପକ୍ରମ - Tendency to vomit
- ବାନ୍ତି କରିବା ଶବ୍ଦ - The sound of vomiting
ଦେ. ଅ - (ସଂ ଅୟି)
(ସ୍ତ୍ରୀ ଲୋକଙ୍କ ପ୍ରତି ସମ୍ବୋଧନ) ହେ, ଲୋ, ଆଲୋ ।
(A term used to address females) oh, Hello
ଯଥା - ଅଇ ସୁନ୍ଦରି !, ଅଇ ସୁଲକ୍ଷଣି ! ଅଇ ସାଧ୍ୱୀ !
[ଦ୍ର- ଅହ୍ୟ ସ୍ତ୍ରୀ ଓ ବାଳିକାମାନଙ୍କୁ ଗୁରୁଜନମାନଙ୍କର ଆଶୀର୍ବାଦ ବଚନ - 'ଅଇ ସୁଲକ୍ଷଣୀ ହୋ'= ସଂ- ଅୟି ! ସୁଲକ୍ଷଣା ଭବ=ହେ ସୁଲକ୍ଷଣୀ ହୁଏ]
(ମୋର, ମତେ, ମୋତେ) ଅଇ ଉଠାଇବା- ଦେ.ବି.
Ai uthãbã ବାନ୍ତି ମାଡ଼ିବା, ବମନ ଉପକ୍ରମ ହେବା, ବିବମିଷା । having a tendency to vomit.