ରାଧାବଲ୍ଲଭ
ଦେଖଣା
ଆରମ୍ଭ | |
---|---|
ଅଲଗା ନାଆଁ | ରାଧା ବଲ୍ଲଭ |
ମୂଳ ଜାଗା | ଓଡ଼ିଶା |
ଅଞ୍ଚଳ | ଓଡ଼ିଶା |
ଖାଇବାର ସବିଶେଷ | |
ମୂଳ ଉପାଦାନ | ଅଟା, ଲୁଣ, ଘିଅ |
ରାଧାବଲ୍ଲଭ ଜଗନ୍ନାଥଙ୍କ ପାଖରେ ଲାଗୁଥିବା ଏକ ଶୁଖିଲା ଭୋଗ (ନୈବେଦ୍ୟ), ଯାହାକି ଛପନ ଭୋଗରୁ ଅନ୍ୟତମ ।[୧][୨] ଖୁରୁମା ମୁଖ୍ୟତଃ ଦୁଇ ପ୍ରକାରର ହୋଇଥାଏ; ଲୁଣି ଖୁରୁମା ଓ ମିଠା ଖୁରୁମା ।[୩]
ଉପାଦାନ
[ସମ୍ପାଦନା]ରାଧାବଲ୍ଲଭ ପ୍ରସ୍ତୁତି ପାଇଁ ଆବଶ୍ୟକୀୟ ଉପାଦାନ:[୪]
- ଅଟା
- ଲୁଣ
- ଘିଅ
- କୋଳଥ ଡାଲି
- ଅଦା
- ଚିନି
ଆଧାର
[ସମ୍ପାଦନା]- ↑ ବାରିକ, ବିଚିତ୍ରାନନ୍ଦ (1 June 2007). "ଜଗନ୍ନାଥଙ୍କ ଜଣା ଅଜଣା ପ୍ରସଙ୍ଗ" (PDF). ଉତ୍କଳ ପ୍ରସଙ୍ଗ: ୧୨୨. Retrieved 24 June 2023.
- ↑ Bharat, E. T. V. (2023-09-07). "ଜନ୍ମାଷ୍ଟମୀରେ ଲାଗି ହୋଇଥାଏ ଛପନ ଭୋଗ, ଜାଣନ୍ତୁ ଏହା ପଛର ପୌରାଣିକ କଥାବସ୍ତୁ". ETV Bharat News. Retrieved 2024-07-15.
- ↑ Samantaray, Dillip Kumar (1 June 2006). "Offering Bhoga to Great Lord" (PDF). Orissa Review (June 2006): 14. Retrieved 15 July 2024.
- ↑ "Radha ballavi Recipe by The Epicurean Feast". Cookpad (in Indian English). 2020-04-22. Retrieved 2024-07-18.
ଉଇକିମିଡ଼ିଆ କମନ୍ସରେ ରାଧାବଲ୍ଲଭ
ବାବଦରେ ମାଧ୍ୟମ ରହିଛି ।