କୀଟ ବିକର୍ଷକ
ଦେଖଣା
କୀଟ ବିକର୍ଷକ ଏକପ୍ରକାର ପଦାର୍ଥ ଯାହାକି କୀଟପତଙ୍ଗମାନଙ୍କୁ ଦୂରେଇରଖିବା ପାଇଁ ଶରୀର, ପୋଷାକପତ୍ର କିମ୍ବା ଅନ୍ୟ ସ୍ଥାନମାନଙ୍କରେ ପ୍ରୟୋଗ କରାଯାଏ । ମ୍ୟାଲେରିଆ, ଲାୟମେ ରୋଗ, ଡେଙ୍ଗୁ ଜ୍ୱର, ଅସ୍ୱାଭାବିକ ଲସିକା ଗ୍ରନ୍ଥି ସମ୍ବନ୍ଧୀୟ ପ୍ଳେଗରୋଗ, ନଦୀ ଅନ୍ଧତ୍ୱ (ଫାଇଲେରିଆ କୃମିଙ୍କଦ୍ୱାରା ସଂକ୍ରମିତ ଏକ ଚର୍ମ ରୋଗ) ଏବଂ ପଶ୍ଚିମ ନିଲେ ଜ୍ୱର ଆଦି କୀଟମାନଙ୍କଦ୍ୱାରା ବ୍ୟାପୁଥିବା ରୋଗମାନଙ୍କ ସଂକ୍ରମଣକୁ କୀଟ ବିକର୍ଷକ ନିୟନ୍ତ୍ରଣ କରିଥାଏ ।
କିଛି କୀଟ ବିକର୍ଷକଙ୍କୁ କୀଟ ଉପବିକର୍ଷକ ଅନ୍ତର୍ଭୁକ୍ତ କରାଯାଏ । ଏଗୁଡିକର ସାମାନ୍ୟ ମାତ୍ରାରେ ବ୍ୟବହାର ବି କୀଟମାନଙ୍କୁ ମାରିପାରେ ।[୧]
କେତେକ ଉଦାହରଣ
[ସମ୍ପାଦନା]ରାସାୟନିକ କୀଟ ବିକର୍ଷକ
[ସମ୍ପାଦନା]- ମିଥାଇଲ ଆନ୍ଥ୍ରାନିଲେଟ (Methyl anthranilate) ଏବଂ ଅନ୍ୟ ସମ୍ବନ୍ଧୀୟ କୀଟ ବିକର୍ଷକ
- ମହୁମାଛିଙ୍କ ପାଇଁ ବେଞ୍ଜାଲାଡିହାଇଡ୍ (Benzaldehyde)[୨]
- ଡ଼ି.ଇ.ଇ.ଟି (DEET-N,N-diethyl-m-toluamide)
- ଡାଇମିଥାଇଲ କାରବେଟ୍ (Dimethyl carbate)
- ଡାଇମିଥାଇଲ ଥାଲେଟ୍ (Dimethyl phthalate)ର ବର୍ତ୍ତମାନ ବିଶେଷ ବ୍ୟବହାର ନାହିଁ
- ଇଥାଇଲହେକସାନଡାଇଅଲ୍ (Ethylhexanediol)[୩]
- ଇକାରିଡିନ୍ (Icaridin), ଯାହାକି ପିକାରିଡିନ୍ (Picaridin), ବ୍ୟାରେପେଲ୍ (Bayrepel) ଏବଂ କେ.ବି.ଆର୍ ୩୦୨୩ (KBR 3023) ଭାବେ ମଧ୍ୟ ଜଣା
- ଡ଼ି.ଇ.ଇ.ଟିର ଔଦ୍ୟୋଗିକ ବ୍ୟବହାର ପୂର୍ବରୁ ଇଣ୍ଡାଲୋନ୍ (Indalone).
- ମେଟୋଫ୍ଲୁଥ୍ରୀନ୍ (Metofluthrin)
- ପରମେଥ୍ରୀନ୍ (Permethrin)
- ଟ୍ରାଇସାଇକ୍ଲୋଡିସେନାଇଲ୍ ଆଲ୍ଲାଇଲ୍ ଇଥର୍ (Tricyclodecenyl allyl ether), ପ୍ରସାଧନ ଇତରରେ ଥିବା ଏକ ରାସାୟନିକ ପଦାର୍ଥ[୪][୫]
ପ୍ରାକୃତିକ କୀଟ ବିକର୍ଷକ
[ସମ୍ପାଦନା]- ସୁବର୍ଣ୍ଣୀ[୬] ଗଛର ପତ୍ର (Beautyberry - Callicarpa)
- ��କାଶିଆ ଗଛର ବକ୍କଳକୁ ପୋଡିଦେଇ ମିଳିଥିବା ପାଉଁଶକୁ ଅନ୍ୟ କୌଣସି ତେଲରେ ଗୋଳାଇ ଦେହରେ ଲଗାଇଲେ ଏହା ମଶା ବିକର୍ଷକଭାବେ କାର୍ଯ୍ୟ କରେ
- Bog Myrtle (Myrica Gale)
- ନିମ୍ବତେଲ
- ଦୁବଘାସ
- ଚା'ଗଛ ତେଲ
ବୈଧାନିକ ସତର୍କତା
[ସମ୍ପାଦନା]- ପିଲାମାନଙ୍କଠାରୁ କୀଟ ବିକର୍ଷକ ଦୁରେଇ ରଖିବା, କାରଣ ପିଲାମାନେ ଏମାନଙ୍କର ନକାରାତ୍ମକ ପ୍ରଭାବଦ୍ୱାରା ଅଧିକ ମାତ୍ରାରେ ପ୍ରଭାବିତ ହୁଅନ୍ତି ।
- ଗର୍ଭବତୀ ମହିଳା ଏହାର ବ୍ୟବହାର ଅଧିକରୁ ଅଧିକ କମାଇବାକୁ ଚେଷ୍ଟା କରିବା ଉଚିତ, କାରଣ ଗର୍ଭସ୍ଥ ଶିଶୁ ମଧ୍ୟ ଏହାଦ୍ୱାରା ପ୍ରଭାବିତ ହୋଇଥାଏ ।
ଆଧାର
[ସମ୍ପାଦନା]- ↑ "ଆର୍କାଇଭ୍ କପି". Archived from the original on 2017-07-13. Retrieved 2018-07-09.
{{cite web}}
: Cite has empty unknown parameter:|1=
(help) - ↑ Evans, Elizabeth; Butler, Carol (2010-02-09). Why Do Bees Buzz?: Why Do Bees Buzz? Fascinating Answers to Questions about Bees (in ଇଂରାଜୀ). Rutgers University Press. pp. 177–178. ISBN 9780813549200.
- ↑ "Brown, Maryland Extension Service leaflet 10" (PDF). Archived from the original (PDF) on 2012-06-23. Retrieved 2018-07-09.
- ↑ Insect Repellents - Patent 6660288
- ↑ Detailed patent information
- ↑ https://www.flowersofindia.net/catalog/slides/Beautyberry%20Tree.html
ଆହୁରି ଦେଖିପାରିବେ
[ସମ୍ପାଦନା]- [୧] Archived 2014-04-20 at the Wayback Machine. Aphid repellents
- Choosing and Using Insect Repellents - National Pesticide Information Center
- Alan Wood. "Insect Repellents". Compendium of Pesticide Common Names.
- Jeanie Lerche Davis (2003). "Best Insect Repellent for Mosquitoes: Bug Experts Rate Products to Keep West Nile Virus at Bay". WebMD.
- "CDC Adopts New Repellent Guidance" (Press release). Centers for Disease Control and Prevention. 28 April 2005. Archived from the original on 2008-04-30.
- Department of Health, New York State. "Health Advisory: Tick and Insect Repellents". Archived from the original on 2010-11-21. Retrieved 2018-07-09.
- Plant parts with Insect-repellent Activity from the chemical Borneol (Dr. Duke's Phytochemical and Ethnobotanical Databases)
- Mosquito repellents; Florida U
- Insect repellent active ingredients recommended by the CDC