ଏସ. ପି. ବାଲସୁବ୍ରମଣ୍ୟମ
ଡ. ଏସ. ପି. ବାଲସୁବ୍ରମଣ୍ୟମ | |
---|---|
Background information | |
ଜନ୍ମ ସମୟରେ ନାମ | ଶ୍ରୀପାଠୀ ପାଣ୍ଡିତରାଧ୍ୟୁଲ ବାଲସୁବ୍ରମଣ୍ୟମ |
ଜନ୍ମ |
ନେଲ୍ଲୋର, ମାଡ୍ରାସ୍ ପ୍ରେସିଡେନ୍ସି, ବ୍ରିଟିଶ ଭାରତ (ବର୍ତ୍ତମାନ: ଆନ୍ଧ୍ର ପ୍ରଦେଶ, ଭାରତ)[୨][୩][୪] | ୪ ଜୁନ ୧୯୪୬
ମୃତ୍ୟୁ | ୨୫ ସେପ୍ଟେମ୍ବର ୨୦୨୦ ଚେନ୍ନାଇ, ତାମିଲନାଡ଼ୁ, ଭାରତ | (ବୟସ ୭୪) by COVID-19
ଶୈଳୀ | ପ୍ରଚ୍ଛଦପଟ ଗାୟକ[୧] |
ପେଷା |
|
କାର୍ଯ୍ୟକାଳ | ୧୯୬୬–୨୦୨୦[୫] |
ଶ୍ରୀପାଠୀ ପାଣ୍ଡିତରାଧ୍ୟୁଲ ବାଲସୁବ୍ରମଣ୍ୟମ (୪ ଜୁନ ୧୯୪୬ - ୨୫ ସେପ୍ଟେମ୍ବର ୨୦୨୦) ଜଣେ ଜଣାଶୁଣା ଭାରତୀୟ ସଂଗୀତଜ୍ଞ, କଣ୍ଠଶିଳ୍ପୀ, ସଙ୍ଗୀତ ନିର୍ଦ୍ଦେଶକ, ଅଭିନେତା, ଡବିଂ କଳାକାର ଏବଂ ଚଳଚ୍ଚିତ୍ର ନିର୍ମାତା ଯିଏକି ତେଲୁଗୁ, ତାମିଲରେ ମୁଖ୍ୟତ କାମ କରୁଥିଲେ ।[୬]
ସେ କନ୍ନଡ, ହିନ୍ଦୀ ଏବଂ ମାଲାୟାଲମ୍ ଚଳଚ୍ଚିତ୍ର ସମେତ ୧୬ଟି ଭାରତୀୟ ଭାଷାରେ ୪୦ହଜାରରୁ ଅଧିକ ଗୀତ ଗାଇଥିଲେ।[୭] କନ୍ନଡ, ତେଲୁଗୁ, ତାମିଲ ଏବଂ ହିନ୍ଦୀ ଭଳି ଚାରୋଟି ଭିନ୍ନ ଭାଷାରେ କାର୍ଯ୍ୟ କରି ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ସେ ୬ଟି ପୁରସ୍କାର ପାଇଛନ୍ତି । ତେଲୁଗୁ କଥାଚିତ୍ର ଜଗତରେ କରିଥିବା କାର୍ଯ୍ୟ ପାଇଁ ୨୫ଥର ଆନ୍ଧ୍ରପ୍ରଦେଶ ରାଜ୍ୟ ନନ୍ଦୀ ପୁରସ୍କାର ପାଇଥିଲେ । ଏହା ସହିତ ସେ କର୍ଣ୍ଣାଟକ ଏବଂ ତାମିଲନାଡୁରରେ ମଧ୍ୟ ବିଭିନ୍ନ ପୁରସ୍କାର ପାଇଥିଲେ ।[୮][୯] ଏଥିସହିତ ସେ ହିନ୍ଦୀ କଥାଚିତ୍ର ଜଗତରେ କାମ କରି ଫିଲ୍ମଫେୟାର ପୁରସ୍କାର ଏବଂ ୬ଟି ଦକ୍ଷିଣ ଭାରତୀୟ ଫିଲ୍ମଫେୟାର୍ ପୁରସ୍କାର ପାଇଥିଲେ ।[୧୦][୧୧]
କେତେକ ସୂତ୍ର ଅନୁଯାୟୀ, ୪୦ ହଜାରରୁ ଅଧିକ ଗୀତ ଗାଇଥିବା ଜଣେ ଗାୟକଙ୍କଦ୍ୱାରା ସର୍ବାଧିକ ସଂଖ୍ୟକ ଗୀତ ରେକର୍ଡିଂ ପାଇଁ ସେ ଗିନିଜ ୱାଲର୍ଡ୍ ରେକର୍ଡ କରିଥିବା ଜଣାପଡିଛି।[୧୨][୧୩][୧୪][୧୫] ୨୦୧୨ ମସିହାରେ, ଭାରତୀୟ କଥାଚିତ୍ର ଜଗତରେ ତାଙ୍କର ଅବଦାନ ପାଇଁ ରାଜ୍ୟ ଏନ୍.ଟି.ଆର୍.ଜାତୀୟ ପୁରସ୍କାର ଗ୍ରହଣ କରିଥିଲେ ।[୧୬] ୨୦୧୬ ମସିହାରେ, ସେ ଭ��ରତୀୟ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ଭାବରେ ଏକ ରୌପ୍ୟ ମୟୂର ପଦକରେ ସମ୍ମାନିତ ହୋଇଥିଲେ ।[୧୭][୧୮][୧୯][୨୦]
ସେ ଭାରତ ସରକାରଙ୍କଦ୍ୱାରା ପଦ୍ମଶ୍ରୀ (୨୦୦୧) ଏବଂ ପଦ୍ମ ଭୂଷଣ (୨୦୧୧) ଉପାଧିରେ ଭୂଷିତ ହୋଇଥିଲେ ।[୨୧] ୨୫ ସେପ୍ଟେମ୍ବର ୨୦୨୦ରେ, ସେ କରୋନାଭୂତାଣୁରେ ପୀଡ଼ୀତ ହୋଇ ମୃତ୍ୟୁବରଣ କରିଥିଲେ ।[୨୨]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Wish singer SPB on his birthday today – Times Of India". web.archive.org. 2 January 2014. Archived from the original on 2014-01-02. Retrieved 2020-09-25.
- ↑ S., Murali (25 September 2020). "S.P. Balasubrahmanyam: The end of an era". The Hindu. Retrieved 25 September 2020.
{{cite web}}
: Cite has empty unknown parameter:|1=
(help) - ↑ "SPB donates his ancestral home in Nellore to kanchi math". The Times of India.
- ↑ V, NARAYANAN (25 September 2020). "SPB: The voice that captivated millions will never be stilled". The Hindu Businessline (in ଇଂରାଜୀ). Retrieved 25 September 2020.
{{cite web}}
: CS1 maint: url-status (link) - ↑ "Singer SP Balasubrahmanyam passes away in Chennai". Mumbai Live. Retrieved 25 September 2020.
- ↑ "S P Balasubramaniam". FilmiBeat. Archived from the original on 2014-07-07. Retrieved 2020-09-25.
- ↑ "Singer S.P. Balasubrahmanyam honoured". The Hindu. 11 June 2012. Retrieved 22 July 2013.
- ↑ "Entertainment Hyderabad / Events : In honour of a legend". The Hindu. 3 February 2006. Retrieved 2 May 2011.
- ↑ "SPB to be honoured". Sify.com. 24 March 2009. Retrieved 1 May 2011.
- ↑ "Pehla Pehla Pyar by S.P. Balasubramaniam – Songfacts". www.songfacts.com.
- ↑ "Friday Review Hyderabad / Events : The stars shimmered bright". The Hindu. 8 August 2008. Archived from the original on 22 August 2008. Retrieved 1 May 2011.
- ↑ "Happy Birthday SP Balasubramaniam: Five interesting unknown facts about the fabulous singer". The Times of India (in ଇଂରାଜୀ). 4 June 2020. Retrieved 25 September 2020.
- ↑ "Have lost count of songs sung, says record holder S.P. Balasubrahmanyam". The Indian Express (in ଇଂରାଜୀ). 20 November 2016. Retrieved 25 September 2020.
- ↑ "SP Balasubrahmanyam Dies At 74: 5 Facts About The Guinness Record Holder". Forbes India (in ଇଂରାଜୀ). Retrieved 25 September 2020.
- ↑ "SP Balasubrahmanyam: Legendary Indian singer dies". BBC News (in ବ୍ରିଟିଶ୍ ଇଂରାଜୀ). 25 September 2020. Retrieved 25 September 2020.
- ↑ Correspondent, Special (5 April 2017). "S.P. Balasubrahmanyam, Hema Malini bag NTR awards". The Hindu.
- ↑ "Who will be the Indian Film Personality of the Year at IFFI 2017?". 8 November 2017. Archived from the original on 29 November 2017. Retrieved 25 September 2020.
- ↑ "Waheeda receives Indian Film Personality of the Year award at IFFI". 20 November 2013.
- ↑ India, Press Trust of (20 November 2016). "SP Balasubrahmanyam honoured with centenary award". Business Standard India.
- ↑ "Have lost count of songs sung, says record holder S.P. Balasubrahmanyam". 20 November 2016.
- ↑ 26 January 2011 DC Correspondent New Delhi (26 January 2011). "SPB wins Padma Bhushan, no Bharat Ratna this year". Deccan Chronicle. Archived from the original on 30 April 2011. Retrieved 2 May 2011.
{{cite web}}
: CS1 maint: numeric names: authors list (link) - ↑ Kolappan, B. (25 September 2020). "'Paadum Nila' S.P. Balasubrahmanyam no more". The Hindu (in Indian English). ISSN 0971-751X. Retrieved 25 September 2020.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଏସ. ପି. ବାଲସୁବ୍ରମଣ୍ୟମ
- ଫେସବୁକରେ ଏସ. ପି. ବାଲସୁବ୍ରମଣ୍ୟମ
- ଇନଷ୍ଟାଗ୍ରାମରେ ଏସ. ପି. ବାଲସୁବ୍ରମଣ୍ୟମ